ଶେଷହେଲା ବାବା ତାରକେଶ୍ବର 23ତମ ବିଶ୍ବଶାନ୍ତି ଦଶବତାର ମହାଯଜ୍ଞ

ଶେଷହେଲା ବାବା ତାରକେଶ୍ବର 23ତମ ବିଶ୍ବଶାନ୍ତି ଦଶବତାର ମହାଯଜ୍ଞ ଏବଂ 13 ତମ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ପ୍ରତିବର୍ଷ ପରି ଚଳିତବର୍ଷ ପାଳିତ ହୋଇଯାଇଛି ବାବା ତାରକେଶ୍ବର ବିଶ୍ବଶାନ୍ତି ଦଶବତାର ମହାଯଜ୍ଞ,6 ଦିନ ଧରି ଚାଲିଥିବା ମହାଯଜ୍ଞ ର ଗତକାଲି ଥିଲା ପୂର୍ଣ୍ଣାହୁତି ର ଶେଷଦିନ ,ଏହି ଦିନରେ ଦଶବତାର ମହାଯଜ୍ଞ କରାଯିବା ସଙ୍ଗେ ସଙ୍ଗେ ବାବା ତାରକେଶ୍ବର ନାମରେ 1008 ଆହୁତି ପ୍ରଦାନ କରାଯାଇଥିଲା ,217 ଜଣ ପଣ୍ଡିତ ମାନଙ୍କୁ ନେଇ ହୋଇଥିବା ଯଜ୍ଞର ମୁଖ୍ୟ ହୋତାଭାବେ ପଣ୍ଡିତ ବ୍ରଜକିଶୋର ଶତପଥି ଆହୁତି ପ୍ରଦାନ କରିଥିବା ବେଳେ, ପଣ୍ଡିତ ରଘୁନାଥ ପାଢୀ ଏବଂ ପଣ୍ଡିତ ମୁକ୍ତିକାନ୍ତ ପାଢୀଙ୍କ ଦ୍ବାରା ଯଜ୍ଞର ପରିଚାଳନା କରିଥିଲେ , ପଣ୍ଡିତ ତୋଷି କାନ୍ତ ପାଢ଼ୀ,ପଣ୍ଡିତ ରବିନାରାୟଣ ଶତପଥି, ପଣ୍ଡିତ ମନୋରଞ୍ଜନ ପାଢ଼ୀ, ପଣ୍ଡିତ ମଦନମୋହନ ପଣ୍ଡା, ପଣ୍ଡିତ ଚକ୍ରଧର ଶତପଥି, ପଣ୍ଡିତ ଦୟାନିଧି ପତ୍ରୀ,ପଣ୍ଡିତ ଜନ୍ମେଜୟ ଦାଶ,ପଣ୍ଡିତ ଭାରତଭୂଷଣ ଦାଶ,ପଣ୍ଡିତ ଦେବଦତ୍ତ ଶତପଥି,ପଣ୍ଡିତ ମଙ୍ଗଳ ନନା,ପଣ୍ଡିତ ଫାଙ୍ଗୁଲ ନନା ଙ୍କ ସମେତ ବହୁତ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା, ଏହି ଅବସରରେ ପଣ୍ଡିତ ସ୍ବର୍ଗତ ପର୍ଶୁରାମ ଶତପଥୀଙ୍କ ସ୍ମିତିଉଦ୍ଯଶରେ 7 ଜଣ ପଣ୍ଡିତ ଙ୍କୁ ସମ୍ମାନିତ କରାଯାଇଛି, ଏଥିସହ 13 ତମ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ବହୁ ଚଳଚ୍ଚିତ୍ର, ଧାରାବାହିକ, ଶିକ୍ଷକ, କୃତି ଛାତ୍ର ଛାତ୍ରୀ ମନଙ୍କ ସହ ଯାତ୍ରା କଳାକାର ମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଥି ,ବବା ତାରକେଶ୍ବର ଯଜ୍ଞ କମିଟି ର ସକ୍ରିୟ ସଦସ୍ୟ ପିତବାସ ସିଂ ଙ୍କ ଅକାଳ ବିୟୋଗ ରେ କମିଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିଥିଲେ, ରଘୁରମ୍ଭା ଟ୍ରଷ୍ଟ ପକ୍ଷରୁ ପିତବାସ ଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଗଥିଲା, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଚ୍ଯୁତିପୁର ପଞ୍ଚାୟତ ଶିରିପୁର ବାସିନ୍ଧିପୁର ଠାରେ ଏହି କାର୍ଯ୍ୟ କରାଯାଇଥିବା ବେଳେ ଅତିଥି ଭାବେ ଯାତ୍ରା ଜଗତର ଖଳନାୟକ ଦାମୋଦର ପଣ୍ଡା,ଓ ଗୁଡୁ ଯୋଗଦେଇଥିବାବେଳେ ,ଡଗରପଡା ର୍ମାକେଟ କମିଟିର ସଭାପତି ତଥା କମିଟିର ସକ୍ରିୟ ସଦସ୍ୟ ସୁରେନ୍ଦ୍ର ପ୍ରସାଦ ଦଳାଇ ସଭାପତିତ୍ୱ ରେ ସା°ସ୍କୃତିକ କାର୍ଯ୍ୟ ସମାପନ କରାଯାଇଛି, 10 ତାରିଖ ଠାରୁ ଆରମ୍ଭ ହୋଇ 16 ତାରିଖରେଶେଷ ହୋଇଥିଲା ପଣ୍ଡିତ ମୁକ୍ତି କାନ୍ତ ପାଢୀଙ୍କ ନେତୃତ୍ୱରେ ଯଜ୍ଞର ର ସମସ୍ତ କାର୍ଯ୍ୟ ତଦାରଖ କରୁଥିବା ବେଳେ କମିଟି ର ସମସ୍ତ ସଦସ୍ୟ ଦିପ୍ତିକାନ୍ତ ପାଢୀ , ବୌଦନାଥ ସାମଲ,ଦାମୋଦର ସାହୁ,ରତିକାନ୍ତ ବେହେରା,ହରିଶ କୁମାର ବେହେରା, ଭଗବାନ ସାହୁ, ମହେନ୍ଦ୍ର ବେହେରା, ଶଶୀକାନ୍ତ ବେହେରା, ବିଶ୍ଯନାଥ ବେହେରା, କଟିଆ ବେହେରା, ନରୋତ୍ତମ ବଳ,ଶଙ୍କର୍ଷଣ ବେହେରା, ତୃପ୍ତି କାନ୍ତ ପାଢୀ ,ଇଶ୍ବର ରାଉତ,ପାଜି ରାଉତ ,ରବିଦ୍ରି ବେହେରା, ଚକ୍ରଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।