ଦାରିଦ୍ର ସୀମା ରେଖା ତଳେ,, ଭିନ୍ନକ୍ଷମ,,ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମ ସୁନ୍ଦର ପୁର ପଂଚାୟତ ର ଦ୍ୱାରିକା ଗ୍ରାମ ର ରେଭିନୁ ଗ୍ରାମ,,ଗୁଡ଼ିଖୁଳା ର ବାସିନ୍ଦା ବିରାମ ମାଝୀ ଙ୍କର ଝିଅ ବାସନ୍ତୀ ମାଝୀ,,ଯାହାର ବୟସ 16 ବର୍ଷ ସେ ଜନ୍ମ ରୁ ଗୋଟିଏ ଗୋଡ଼ ତାଙ୍କର ପକ୍ଷପାତ ହୋଇଥିବା ରୁ,,ସେ ଠିକି ସେ ଚାଲି ପାରନ୍ତି ନାହିଁ ଏବଂ ନିଜ କାମ ନିଜେ କରିବାକୁ ଅକ୍ଷମ୍ ହୋଇ ଥାନ୍ତି,,ଏବଂ ତାଙ୍କର ଆଧାର କାର୍ଡ ନଥିବା ରୁ ସରକାରୀ ଯୋଜନା ରୁ ସେ ବଂଚିତ ଅଛନ୍ତି,,ତାଙ୍କ କହିବା ଅନୁଯାଇ ସେ ବାରମ୍ବାର ଆଧାର କାର୍ଡ ଉଠାଇବାକୁ ଯାଇଥିଲେ ବି ତାଙ୍କର ତାଙ୍କ କୋଣସି ତ୍ରୁଟିପୂର୍ଣ୍ଣ ଯୋଗୁଁ ଆଧାର କାର୍ଡ ଟି ହୋଇ ପାରୁ ନାହିଁ,,ଏବଂ ଆଧାର କାର୍ଡ କରିବାକୁ ଗଲେ,, ତାଙ୍କୁ ଦୁଇ ଶହ ଟଙ୍କା ଦେବାକୁ ପଡେ ବୋଲି ସେ କହିଛନ୍ତି,,ତେଣୁ ଆଧାର କାର୍ଡ କରିବା ପାଇଁ ପ୍ରଶାସନ ତରଫରୁ ତାଙ୍କୁ ସହଯୋଗ କରାଗଲେ,, ସେ ଭିନ୍ନକ୍ଷମ ପ୍ରମାଣପତ୍ର କରି, ସରକାରୀ ଯୋଜନା ପାଇ ପାରିବେ ବୋଲି ଗୁହାରି ଜଣାଇଛନ୍ତି,, ଅପରପକ୍ଷେ ସେ ଦେବଗିରି ପାହାଡ଼ ପାଦ ଦେଶ ତଳେ ପୁଣି ଏକ ବାଉଁଶ ଝାଟି କୁଡ଼ିଆ ପୋଲ୍ହା ଘରେ ବାସ କରୁଛନ୍ତି,,ବନ୍ୟଜନ୍ତୁ ଙ୍କ ଭୟରେ ଜୀବନ ଅତିବାହିତ କରୁଛନ୍ତି,, ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ସେହି ଅସହାୟ ଝିଅ ସମସ୍ତ ପ୍ରକାର ସହଯୋଗ କରିବାକୁ ସାଧାରଣ ରେ ଦାବି କରାଯାଇଛି,,
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ