ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ପରଲୋକ, ବାଲେଶ୍ଵର ଜିଲ୍ଲା

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ପରଲୋକ, ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ବେଗୁନିଆ ଗ୍ରାମର ଭୋଳାନାଥ ମହାନ୍ତି,୯୦ ବର୍ଷର ଆଜି ଅପରାହ୍ନ ୧ଟା ସମୟରେ ପରଲୋକ ହୋଇଯାଇଛି, ସେ ଖଇରା ସରକାରୀ ହାଇସ୍କୁଲ ରେ ହିନ୍ଦୀ ଶିକ୍ଷକ ଚାକିରୀ କରିଥିଲେ, ଚାକିରୀ ଅବସର ପରେ ୩୦ ବର୍ଷ ପର୍ଯ୍ୟନ୍ତ ସରକାରୀ ପେନସନ ପାଉଥିଲେ, ତାଙ୍କ ଜୀବନ କାଳ ମଧ୍ୟରେ କୌଣସି ଦିନ ଗୋଡ଼ରେ ଚପଲ ପିନ୍ଧିବାକୁ ଚେଷ୍ଟା କରିନଥିଲେ, ସେ ସଦାସର୍ବଦା ଖାଲି ଚପଲରେ ଯେଉଁ ସ୍ଥାନକୁ ଯାଆନ୍ତି, ତାଙ୍କର ୫ପୁଅ,୧ ଝିଅ ଜଣେ ବିଧବା ପତ୍ନୀ ଘରେ ଅଛନ୍ତି କିଛି ବର୍ଷ ପୂର୍ବେ ତାଙ୍କର ପୁତ୍ର ଖଇରା ମହାବିଦ୍ୟାଳୟ ରେ ଚାକିରି କରିଥିବା ସମୟରେ ସ୍ବର୍ଗତ ଭକ୍ତ କିଶୋର ମହାନ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ, ଶ୍ରୀ ଭୋଳାନାଥ ମହାନ୍ତି, ଜଣେ ସଚୋଷ୍ଟ, ନିଷ୍ଠାପର, ମିଷ୍ଟଭାଷୀ, ଭଦ୍ର ବ୍ଯାକ୍ତି ଥିଲେ, ତାଙ୍କର ମୃତ୍ୟୁ ଖବର ପାଇବା ପରେ ଖଇରା ଅଞଳବାସୀ ଓ ସାଧାରଣ ମାନ୍ଯମାନ ଭଦ୍ରବ୍ୟକ୍ତି ଓ ତାଙ୍କ ଆଦର୍ଶରେ ଗଢ଼ିଉଠିଥିବା ଛାତ୍ର ଛାତ୍ରୀ ମାନେ ଯାଇ ତାଙ୍କ ବାସଭବନରେ ମରଶରୀରରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରିଥିଲେ, ତାଙ୍କର ଦେହ ଅସୁସ୍ଥ ହେବା ପୂର୍ବରୁ ପ୍ରତ୍ୟେକ ଦିନ ନିଜ ବେଗୁନିଆ ଗ୍ରାମରୁ ଖଇରା ବଜାର ଆସିବା ଯିବା କରୁଥିଲେ, ଅଳ୍ପ କିଛି ଦିନ ଦେହ ଅସୁସ୍ଥ କାରଣରୁ ଯିବା ଆସିବା ବନ୍ଦ ହୋଇଯାଇଥିଲା, ତାଙ୍କର ଦେହାନ୍ତ ବିଷୟରେ ସାରା ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି, ଖଇରା ଗଣମାଧ୍ୟମ ପ୍ରତିନିଧି ପଦ୍ମଲୋଚନ ଦାଶଙ୍କ ହାଇସ୍କୁଲ ପାଠପଢ଼ା ସମୟରେ ସେ ତାଙ୍କର ହିନ୍ଦୀ ଶିକ୍ଷକ ( ଗୁରୁ) ଥିଲେ ବୋଲି ସେ କହିଛନ୍ତି, ପ୍ରଥମ ପିଲା ଦିନର ଘରୋଇ ଶିକ୍ଷକ ସ୍ବର୍ଗତ ରାଧାଶ୍ଯାମ ପଣ୍ଡା, ଶ୍ରୀ ଦାଶ କହିଛନ୍ତି , ଏଭଳି ଶିକ୍ଷା ଗୁରୁ ଦୀକ୍ଷା ଦେଇଥିଲେ ,ସେ ଆଜି ପର୍ଯ୍ୟନ୍ତ ଯେକୌଣସି ସ୍ଥାନରେ ଦେଖା ହେଲେ ଶ୍ରୀ ଦାସଙ୍କ ମୁଣ୍ଡ ନୁଆଇଁ ପ୍ରଣାମ ନକରି ଚାଲି ଯିବା ପାଇଁ ଚେଷ୍ଟା କରନ୍ତି ନାହିଁ, ସେ ତାଙ୍କୁ କୋଟି ପ୍ରଣାମ କରୁଛନ୍ତି, ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଥିଲେ,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପା ଥାଳିଆ ନିୟୁଜ।

Leave a Reply

Your email address will not be published. Required fields are marked *

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ

Read More »

ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ

Read More »

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ ବୁଗୁଡ଼ା : ତା ୨୩/୧୨/୨୪ :

Read More »

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ

Read More »

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ

Read More »
Start typing to see posts you are looking for.