BREKING..,,ଦୁଇ ନକଲି ଆରଟିଓ ଅଧିକାରୀ ଙ୍କୁ ଗିରଫ,,,,Date – 21/03/2024ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଲକ୍ଷ୍ମଣନାଥ ଚେକପୋଷ୍ଟରୁ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ଵର ପୋଲିସ ପେଟ୍ରୋଲିଂ ବେଳେ ୨ ଜଣ ନକଲି ଆରଟିଓ ଅଧିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନାଁରେ IPC ଧାରା ୪୭୭, ୪୨୦ ୩୮୪, ୩୪ରେ କେସ ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ୨ ଜଣ ବ୍ୟକ୍ତି ମଧ୍ୟରୁ ଜଣେ ଜଳେଶ୍ଵର ଅଞ୍ଚଳର ବାବୁ ଏଵଂ ପଡୋଶୀ ରାଜ୍ୟ ଝାଡଖଣ୍ଡ ଅଞ୍ଚଳର ସମ୍ଭୁ। ଏହି ୨ ଜଣ ବାହାର ରାଜ୍ୟର ଓ ଦେଶର ଗାଡ଼ି ଡ୍ରାଇଭର ମାନଙ୍କୁ ନକଲି ଟ୍ରାନ୍ସପୋର୍ଟ ପାସିଂ ଦେଉଥିବା ଦେଉଥିଲେ। ସେମାନଙ୍କ ପାଖରୁ ବିଭିନ୍ନ ରାଜ୍ୟର ଚେକପୋଷ୍ଟ ରିସିଭ ବୁକ,୧୧ଟି ନକଲି ଷ୍ଟାମ୍ପ ସହ ମୋବାଇଲ , ଲାପଟପ୍ ଓ ଗାଡ଼ି ଜବତ କରିଛି।ବାଇଟ – ସାଗରିକା ନାଥ ( ଏସପି, ବାଲେଶ୍ଵର )ବାଲେଶ୍ୱର ରୁ ବିମଳ କୁମାର ଦଳେଇ ଙ୍କର ରିପୋର୍ଟ,,
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ