ସାଧାରଣ ଜନତା ଙ୍କୁ ମାଗନ୍ତା ଭିକାରି କହିଲେ ସରପଞ୍ଚ..ଗଣମାଧ୍ୟମ ଓ ସାଧାରଣ ନାଗରିକ ଙ୍କ ଅଧିକାର କୁ ନେଇ ସରପଞ୍ଚ ଙ୍କ କ୍ରୋଧ..ଦର୍ଶକ ବନ୍ଧୁ ଏଠି ଆମେ କହୁଛୁ ତିର୍ତୋଲ ବ୍ଲକ କୋଷ୍ଟିମଲ୍ଲିକାପୁର ସରପଞ୍ଚ ଙ୍କ କଥା..”ନ୍ୟୁଜ ୱାନ ଓଡ଼ିଆ” ରେ ଏକ ଖବର ପ୍ରସାରଣ ହୋଇଥିଲା “ପାଲ ତଳେ ଅନେକ ଜୀବନ “ଦର୍ଶକ ବନ୍ଧୁ ସତ ଖବର ପ୍ରସାରଣ କରିବା ଆଉ ଜନତା ଙ୍କ ସମସ୍ୟା କୁ ପ୍ରଶାସନ ଆଉ ସରକାର ଙ୍କ ସାମ୍ନା କୁ ଆଣିବା କଣ ଭୁଲ..??ଆମେ ମାନୁଛୁ ଯେ ସାମାଜିକ ଗଣମାଧ୍ୟମ ରେ ସମସ୍ତ ଙ୍କର ଅଧିକାର ଅଛି, ନିଜ ର ଖୋଲା ମତବ୍ୟକ୍ତ କରିବା ପାଇଁ.. କିନ୍ତୁ ଜଣେ ନିର୍ବାଚିତ ଜନ ପ୍ରତିନିଧି ଗଣମାଧ୍ୟମ ଆଉ ନିଜ ଭୋଟର ଙ୍କୁ ଭିକାରି ଆଉ ମାଗନ୍ତା କହିବା ସହ, ଅନ୍ଧାରି ବିଜେ ହବ କହିବା କେତେଦୂର ଯଥାର୍ଥ..??ଏ ହେଉଛନ୍ତି କୋଷ୍ଟିମଲ୍ଲିକାପୁର ସରପଞ୍ଚ ବିଭୂ ପ୍ରସାଦ ମହାନ୍ତି..ଏ ଜଣେ ଲୋକ ପ୍ରତିନିଧି ନା ଗୁଣ୍ଡା..??ତେବେ ସାମାଜିକ ଗଣମାଧ୍ୟମ ରେ ସରପଞ୍ଚ ଙ୍କ ଏପରି ମନ୍ତବ୍ୟ ପରେ ଘଟଣା କୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି..
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ