-ପ୍ରଧାନମନ୍ତ୍ରୀ ଙ୍କ ଠାରୁ ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କଲେ ମସ୍ଚ୍ୟ ଚାଷୀ,-ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟି ଥିବା ଅରୁଣ ପରିଜା ଙ୍କୁ ପତ୍ର ମାଧ୍ୟମ ରେ ଡାକରା ଆସିଥିଲା ନୂଆଦିଲ୍ଲୀ ରୂ,ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅଧୀନ ଭଟଗ୍ରାମ କୋଷ୍ଟି ମଲ୍ଲୀକା ପୁର ଅରୁଣ ପରିଜା ଙ୍କ କଥା, ଦିନ ଥିଲା ସେ ବହୁ ଅଭାବ ଅସୁବିଧା ରେ ଜୀବନ ଅତିବାହିତ କରୁଥିଲେ, କିନ୍ତୁ ନିଜ ବୁଦ୍ଧି ବଳ ରେ ସେ ନିଜ ଗ୍ରାମରେ ଆରମ୍ଭ କରିଥିଲେ ମସ୍ଚ୍ୟ ଚାଷ,ମସ୍ଚ୍ୟ ବିଭାଗ ତରଫରୁ ପାଇଥିବା ଜ୍ଞାନ କୌଶଳ କୁ ଆପଣାଇ ଆଜି ସେ ଛୋଟ ରୂ ବଡ ବ୍ୟବସାୟ କରିପାରିଛନ୍ତି, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରାଇ ପାରିଛନ୍ତି, ବେକାର ଯୁବକ ଯୁବତୀ ମାନେ ଚାକିରୀ ପଛରେ ନ ଗୋଡ଼ାଇ ଏଇଭଳି ବ୍ୟବସାୟ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିବେ ଓ ଭଲ ଡି ପଇସା ରୋଜଗାର କରି ପାରିବେ,ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଥିବା ଅରୁଣ ପରିଜା ନିକଟରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଙ୍କ ଠାରୁ ମସ୍ଚ୍ୟ ଚାଷ ପାଇଁ ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରିଛନ୍ତି, ସାଧାରଣ ତନ୍ତ୍ର ଦିବସ ଅବସରରେ କେନ୍ଦ୍ରୀୟ ମସ୍ଚ୍ୟ ଓ ପଶୁପାଳନ ବିଭାଗ ତରଫରୁ ରକ୍ଷା ମନ୍ତ୍ରାଳୟ ର ଚିଠି ପାଇ ନୂଆଦିଲ୍ଲୀ ର କର୍ତ୍ତବ୍ୟ ପଥ ରେ ହୋଇଥିବା ଭବ୍ୟ ସମାରୋହ ରେ ତାଙ୍କୁ ଏହି ପୁରସ୍କାର ଗ୍ରହଣ କରିବାକୁ ପଡିଥିଲା,ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋର୍ଟ
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ