ଜନ୍ମେଜୟ ଦୀନ ଦୟାଲ ସ୍ପର୍ଶ ଯୋଜନା ୨୦୨୩ ପରୀକ୍ଷା ରେ ନବମ ସ୍ଥାନଗଂଜାମ ଜିଲ୍ଲା,

ଜନ୍ମେଜୟ ଦୀନ ଦୟାଲ ସ୍ପର୍ଶ ଯୋଜନା ୨୦୨୩ ପରୀକ୍ଷା ରେ ନବମ ସ୍ଥାନଗଂଜାମ ଜିଲ୍ଲା, ଆସିକା ତୁଳସୀ ଦୁଇ ପତ୍ରରୁ ବାସେ କଥା ଟି ଯେତିକ ମଧୁର ସେତିକି ପିଲାଟି ଦିନରୁ ପାଠ ପଢ଼ା ର ବିକଶିତ ହୋଇ ରାଜ୍ୟ ସ୍ତରରେ ମଧ୍ୟ ନାଁ ରଖିଥିବା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି।ଓଡିଶା ଡ଼ାକ ପରିମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଦୀନ ଦୟାଲ ସ୍ପର୍ଶ ଯୋଜନା ୨୦୨୩ ଛାତ୍ର ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ରାଜ୍ୟ ସ୍ତରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ସହିତ ମେଧାବୀ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷର ସମଗ୍ର ରାଜ୍ୟରୁ ୨୫୭୭ଜଣ ଛାତ୍ର ଛାତ୍ରୀ ଫିଲାଟେଲିକ କ୍ଳବ୍ ଦ୍ଵାରା ଡ଼ାକ ଟିକଟ ସଂଗ୍ରହ କାରୀ ମଧ୍ୟ ଏହି ପରୀକ୍ଷା ଦେଇଥିଲେ।ସମଗ୍ର ରାଜ୍ୟରୁ ୧୦ଜଣ ପାଇଥିବାବେଳେ ଗଞ୍ଜାମ ଜିଲ୍ଲାର ଆସ୍କା ରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବିଦ୍ୟାର୍ଥୀ ଜନ୍ମେଜୟ ମିଶ୍ର ନବମ ସ୍ଥାନ ହାସଲ କରିଛନ୍ତି। ତାଙ୍କ ସଫଳତା ପଛରେ ପିତାମାତା ସ୍କୁଲ ର ଗୁରୁଜୀ ଗୁରୁମା ଙ୍କ ଅନେକ ପ୍ରେରଣା ରହିଛି।ସେ ନବମ ଶ୍ରେଣୀର ଛାତ୍ର ଆସିକା ଏନ.ଏ.ଏସି.୧୧ ନମ୍ବର ଓ୍ବ।ଡ଼ ର ବରିଷ୍ଠ ଆଇନଜୀବି ଅଶୋକ କୁମାର ମିଶ୍ର ଓ ସଂସ୍କୃତ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ମିଶ୍ରଙ୍କ ଏକମାତ୍ର ପୁତ୍ର ଅଟନ୍ତି। ଡ଼ାକ ଟିକଟ ସଂଗ୍ରହ ପ୍ରତି ଆକୃଷ୍ଟ ଲାଗି ପ୍ରତିବର୍ଷ ୬୦୦୦ ଟଙ୍କା ଛାତ୍ର ବୃତ୍ତି ପ୍ରଦାନ କରାଯିବ। ରାଜ୍ୟର ନବମ ସ୍ଥାନ ହାସଲ କରିଥିବା ନେଇ ଆସିକା ଅଞ୍ଚଳର ବୁଦ୍ଧିଜୀବୀ ରାଜନୈତିକ ମହଲରୁ ପ୍ରଶଂସା ସହ ଶିକ୍ଷକ ଶୁଶାନ୍ତ ପଣ୍ଡା ଙ୍କ ପ୍ରେରଣା ରହିଛି। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ

Leave a Reply

Your email address will not be published. Required fields are marked *

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ

Read More »

ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ

Read More »

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ ବୁଗୁଡ଼ା : ତା ୨୩/୧୨/୨୪ :

Read More »

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ

Read More »

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ

Read More »
Start typing to see posts you are looking for.