(କୁଜଙ୍ଗ ବ୍ଲକ ରେ ଅର୍ପଣ ରଥ ଶୁଭାରମ୍ଭ )ଅଗଣିତ ଓଡିଆ ଙ୍କ ପ୍ରାଣ ପ୍ରିୟ ଠାକୁର ହେହୁଛନ୍ତି ବିଶ୍ୱ ବ୍ରହ୍ମାଣ୍ଡ ର ସୃଷ୍ଟି କର୍ତା ମୋହା ପ୍ରଭୂ ଜଗତର ନାଥ ଶ୍ରୀ ଜଗନ୍ନାଥ ।ଖାଲି ଓଡ଼ିଆ କାହିଁକି ସାରା ବିଶ୍ୱ ବାସି ଙ୍କ ପାଇଁ ସେ ହେଉଛନ୍ତି ଭକ୍ତି ଓ ବିଶ୍ୱାସ ର ଠାକୁର ତାଙ୍କର ଟିକେ ସାନିଧ୍ୟ୍ୟ ଲାଭ କରିବା ପାଇଁ ଜାତି,ଧର୍ମ, ବର୍ଣ ଓ ନିର୍ବିଶେଷରେ କୋଣ ଅନୁକୋଣରୁ ଭକ୍ତ ବର୍ଷ ସାରା ଛୁଟି ଆସନ୍ତି ଶ୍ରୀକ୍ଷେତ୍ର ପୁରୀ କୁ । ଜାନୁଆରୀ ସତର ତାରିଖ ରେ ଲୋକାର୍ପିତ ହେବାକୁ ଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୁଜଙ୍ଗ ବ୍ଲକ ରେ ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ ହୋଇଛି,ଅର୍ପଣ ରଥ ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ଗାଁଠୁ ସହର! ଘଣ୍ଟ ,ଝାଞ୍ଜ,ମୃଦଙ୍ଗ,ଶଙ୍ଖ,ହୁଳ ହୁଳି କୀର୍ତ୍ତନରେ କମ୍ପୁଛି ଗାଁ ଦାଣ୍ଡ ଝୁମୁଛନ୍ତି ଲୋକେ!ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟର ପ୍ରେତେକ ବ୍ଲକର ଅଧକ୍ଷଙ୍କ ବାସଭବନରୁ ଅର୍ପଣ ରଥ ପରିକ୍ରମା କରିବା ପାଇଁ ଘୋସଣା କରାଯାଇଛି!ତେବେ ଏହି ପରିପ୍ରେକ୍ଷୀରେ ଆଜି ଅଗପାଳ ପଂଚାୟତ ରୁ ଅଧ୍ୟକ୍ଷା ନିନାରାଣୀ ସାହୁ ଙ୍କ ବାସ ଭବନ ରୁ ଅର୍ପଣ ରଥ ଶୁଭାରମ୍ଭ ହୋଇ ଅଗପାଳ ପଞ୍ଚାୟତ ପରିକ୍ରମା କରିଥିଲା କାଲି ଠାରୁ ଏହା ବ୍ଲକ ର ସମସ୍ତ 28 ପଂଚାୟତ ପରିକ୍ରମା କରିବ ବୋଲି କୁଜଙ୍ଗ bdo ଦୀପକ ପ୍ରସାଦ ସ୍ଵାଇଁ ଓ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ମତ ପ୍ରକାଶ କରିଛନ୍ତି,ଏହି ଶୁଭାରମ୍ଭ ରେ କୁଜଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଅରୁଣୁ କୁମାର ବେହେରା, ବିଜେଡି ବ୍ଲକ ସଭାପତି ନରେନ୍ଦ୍ର କୁମାର ପରିଡା, ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କିଶ୍ୱର ମହାନ୍ତି, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବଗୋଇ ସରପଂଚ ପ୍ରଭାଞ୍ଜଳି ସେଠୀ, କୁଜଙ୍ଗ ଯୁବ ବିଜେଡି ସଭାପତି ପ୍ରଭାସ ରଂଜନ ଦାସ, ସାଧାରଣ ସମ୍ପାଦକ ଚିରଞ୍ଜିବି ନାୟକ, କୁଜଙ୍ଗ ପଞ୍ଚାୟତ ପୂର୍ବତନ ସମିତିସଭ୍ୟ କବିରଞ୍ଜନ ବେହେରା,ଜେତେନ୍ଦ୍ର ରାଉତ, କୁଜଙ୍ଗ ବ୍ଲକ ର ପ୍ରତିନିଧି,ବିଭିନ୍ନ ପଞ୍ଚାୟତ ର ସରପଂଚ ଓ ସେମିତି ସଭ୍ୟ ଓ ସଭ୍ୟାମାନେ ଅର୍ପଣ ରଥ ଶୁଭାରମ୍ଭ ରେ ଯୋଗ ଦେଇଥିଲେ। (ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋଟ )
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ
ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ