ଖଇରା:୦୯/୦୭ ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଅଦ୍ୟ ତା ୯.୦୭.୨୦୨୩ ରିଖ ରବିବାର ସକାଳ ୯ଟା ସମୟରେ ସାହିତ୍ୟ ସଂସଦର ବର୍ଷା ଆସର ଅନୁଷ୍ଠାନର କାର୍ଯକାରୀ ସଭାପତି ଶ୍ରୀ ଶରତ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି, ଉଦଘାଟକ ଭାବେ ଅମ୍ବିକା ଆଶ୍ରମଧୀଣ ଶ୍ରୀ ଶୁଭେନ୍ଦୁ ମୁନି ଉଦାସୀନ ଉଦଘାଟନ କରିଥିଲେ, ଶ୍ରୀ ଜଳଧର ଦାସଙ୍କ କବିତା ଓ ପୁସ୍ତକ ଭାବର ସ୍ବର ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରିଥିଲେ, ମୁଖ୍ୟ ଅତିଥି ପାଲାଗାୟକ ତଥା ଶିକ୍ଷାବିତ୍ ଶ୍ରୀ ହରିହର ପାଣିଗ୍ରାହୀ ମୁଖ୍ୟ ବକ୍ତା, ଶ୍ରୀ ଚିତ୍ତରଞ୍ଜନ ସାମନ୍ତରାୟ ଯୋଗ ଦେଇ “ବର୍ଷା ଓ ଆମ ସଂସ୍କୃତି” ଉପରେ ଆଲୋଚନା କରିଥିଲେ, ବିବରଣୀ ପାଠ କରିଥିଲେ ଅନୁଷ୍ଠାନର ସମ୍ପାଦକ ଡଃ ଉମେଶ ଚନ୍ଦ୍ର ମହାନ୍ତି, ପରେ ବର୍ଷା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା, ସନ୍ଧ୍ୟାରାଣୀ ପଟ୍ଟନାୟକ ସଂଯୋଜନାରେ ମୋଟ ୨୨ ଗୋଟି କବିତା ପାଠ କରାଯାଇଥିଲା, କବିତା ଗୁଡ଼ିକ ସମୀକ୍ଷା କରିଥିଲେ ଶ୍ରୀ ହରେକୃଷ୍ଣ ପଣ୍ଡା, ଭାରତ ଚନ୍ଦ୍ର ଦାସ, ପ୍ରଭାସ ଚନ୍ଦ୍ର ଦକ୍ଷିଣରାୟ, ଜଗନ୍ନାଥ ମହାପାତ୍ର, ସଙ୍କର୍ଷଣ ଜେନା, ଅର୍ଜୁନ ମହାରଣା, ଲକ୍ଷ୍ମଣ ପ୍ରସାଦ ଗାହାଣ, ବସନ୍ତ କୁମାର ଦାସ, ପ୍ରସନ୍ନ କୁମାର ମତ୍ତଗଜ, ଅନେକ ବହିରାଗତ କବି ମାନେ ସ୍ବରଚିତ ବର୍ଷା କବିତା କରିଥିଲେ, ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଭାସ ଚନ୍ଦ୍ର ଦକ୍ଷିଣରାୟ, ଅମ୍ବିକା ମନ୍ଦିର ରେ ଉପସ୍ଥିତ ଥିବା ସମସ୍ତ ଆଲୋଚନା ରେ ଭାଗ ନେଇଥିବା ବନ୍ଧୁ ମାନେ ପ୍ରସାଦ ସେବନ କରିଥିଲେ,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ ରୁପାଥାଳିଆ ନିୟୁଜ,
ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ
ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ