ଖଇରା ବ୍କକର ପବିତ୍ର ଉତ୍କଳ ଦିବସ ରେ ରାଜ୍ୟ ଶିକ୍ଷକ ସମ୍ମାନ

ବାଲେଶ୍ଵର:୦୨/୦୪ ଖଇରା ବ୍କକର ଆଜି ଖଇରା ବ୍କକର ଶ୍ରୀ ମତୀ ରୀତାରାଣୀ ଦାସ,୧୯୯୨ମସିହାରୁ ଶିକ୍ଷିକତା ଆରମ୍ଭ କରି ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ବିଭିନ୍ନ ପ୍ରାର୍ଥମିକ ବିଦ୍ୟାଳୟରେ ରହି ଶିକ୍ଷା ଦାନ କରିଆସୁଛନ୍ତି, ଶ୍ରୀ ମତୀ ଦାସ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ଓ ଅଭିଭାବିକା ମାନଙ୍କ ସହିତ ଅତ୍ୟନ୍ତ ନିବିଡ଼ ଭାବରେ ଜଡିତ, ସେ କେବଳ ଜଣେ ଆଦର୍ଶ ଶିକ୍ଷିତ୍ରୀ ନୁହନ୍ତି ବିଭିନ୍ନ ଗୁଣର ଅଧିକାରିଣୀ, ସେ ଜଣେ ପ୍ରତିଷ୍ଠିତ କବୟିତ୍ରୀ ରୂପେ ସଜୋଜିକା,ସମୀକ୍ଷା କ,ତଥା ସମ୍ପାଦିକା ରୂପେ ଓଡ଼ିଶାର ବିଭିନ୍ନ ସାହିତ୍ୟ ସସଦ , ସାମାଜିକ ଅନୁଷ୍ଠାନ ସହିତ ମଧ୍ୟ ଶିକ୍ଷିତ୍ରୀ ଙ୍କର ସମ୍ଫୁକ୍ତି, ସେ ମାଧ୍ୟମିକ ଶିକ୍ଷା ପରିଷଦ ର(Board of secondary education)ରେ ଜଣେ ସଦସ୍ଯା ରୂପେ କାର୍ଯ୍ଯରତ ଅଛନ୍ତି, ଏହା ବ୍ଯତିତ ତାଙ୍କର ଅମାନକୁତି ମଧ୍ୟରେ ଆକାକ୍ଷା ଆୟତୀର ଫରମାସି, ଭଳି ଶିଶୁ ସାହିତ୍ୟ ରଚନା ଆହୁତ ଲାଭ କରିଛନ୍ତି, ଯଥା, ପ୍ରବନ୍ଧ ଲଣ୍ଡା ପାହାଡର ଆର୍ତ୍ତନାଦ ମଧ୍ୟ ଏକ ଶିକ୍ଷତାଙ୍କର ପୁସ୍ତିକା ରୂପେ ପ୍ରକାଶ ପାଇଛି, ଏ ଅଞ୍ଚଳରେ ଆଦର ଲାଭ କରିଛନ୍ତି, ସେ ଜଣେ ଶିକ୍ଷକ କୁଳର ଦୁହିତା ଓ ଶିକ୍ଷକ କୂଳରେ ମଧ୍ୟ ବିବାହିତ, ଏତ୍ ବ୍ଯତିତ Bhart scout Guide ରେ Cub- Masater ତାଲିମ ପ୍ରାପ୍ତ ଓ ପୁରସ୍କୃତ।ବିଦ୍ୟାଳୟର ବିକାଶ ଦିଗରେ ପିଲାମାନଙ୍କୁ ସ୍କୁଲ ରାଲି ଅଭିଯାନରେ ମଧ୍ୟ ଶ୍ରୀ ମତୀ ଦାସ, ଶିକ୍ଷିତ୍ରୀ ଉଚ୍ଚ କୋଠରୀରେ ପ୍ରଶାସିତ. ଶିକ୍ଷା ବିଭାଗରେ STATE R,P, DISTRICT R,P, ତଥା ବ୍କକ RESOURCERCE PERSON ରୂପେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରି ଶ୍ରୀ ମତୀ ଦାସ ଶିକ୍ଷା ବିଭାଗ ତରଫରୁ ମଧ୍ୟ ପୁରସ୍କୃତ ଲାଭ କରିଥିଲେ, ଆଉରି ମଧ୍ୟ Covid-19ମସିହାରେ ଦୁର୍ବିପାକ ସମୟରେ ବାଲେଶ୍ଵର ଜିଲ୍ଲାର ଶିକ୍ଷାର୍ଥୀ ମାନଙ୍କୁ ବିନା ପରିଶ୍ରମ ରେ ଅନ୍ ଲାଇନ ମାଧ୍ୟମରେ ଶିକ୍ଷାଦାନ କରି SCERT ତରଫରୁ ପୁରସ୍କୃତ, ଦୀକ୍ଷା ଆପର ମଧ୍ୟ ଓଡ଼ିଆ ଭାଷାର ଅନ୍ ଲାଇନ ପ୍ରଦାନ କରି ସମସ୍ତ ଓଡ଼ିଶାର ପରିଚିତ, ଏତ୍ ବ୍ଯତିତ ସେ ଜଣେ ଉତ୍ତମ ଚରିତ୍ରର ମହିଳା ଅଟନ୍ତି, ସେ ଜଣେ ମିଷ୍ଟାଭାଷୀ, ମଧୁର ବ୍ୟବହାର ପାଇଁ ଏମାଟିର ଜଣେ ଯୋଗ୍ଯ ଶିକ୍ଷିତ୍ରୀ ଭାବେ ଆଜି ତାଙ୍କୁ ପବିତ୍ର ଉତ୍କଳ ଦିବସ ରେ ରାଜ୍ୟ ଶିକ୍ଷକ ସମ୍ମାନ ଲାଭ କରିଛନ୍ତି, ଏ ମାଟି ପାଇଁ ଏକ ଗୋରବ କଥା, ଆଜିର ପୁରସ୍କୃତ ବାଲେଶ୍ଵର ଜିଲ୍ଲା ଗାନ୍ଧୀ ସ୍କୁତୀ ଭବନରେ ବାଲେଶ୍ଵର ଜିଲ୍ଲା ପାଳ ପ୍ରଦାନ କରିଥିଲେ, ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାଶ,

Leave a Reply

Your email address will not be published. Required fields are marked *

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେ

ନାଚ ପ୍ରତିଯୋଗିତା ଅନୁଷ୍ଠିତ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଈଶ୍ୱର ପୁର ସ୍ଥିତ ମରେଈ ଗାଁ ମୁଗୁନିପୁର ଠାରେ, ବାବା ନୀଳେକଣ୍ଠେ ଶ୍ୱର ଯୁବ କଳା ପରିଷଦ

Read More »

ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ : ପରକୀୟା ପ୍ରୀତି ପାଇଁ ଗଲା ଜୀବନ । ଢିମ୍ଭୀରା ପାହାଡରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ

Read More »

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଅଙ୍ଗନଓ୍ବାଡି କର୍ମୀ ମାନଙ୍କ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଗଞ୍ଜାମ ଜିଲ୍ଲା ପ୍ରତିନିଧି କାଳୀ ଚରଣ ମିଶ୍ରଙ୍କ ରିପୋର୍ଟ ବୁଗୁଡ଼ା : ତା ୨୩/୧୨/୨୪ :

Read More »

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗଣ୍ଡିବେଡ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା,ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଆଜି ବିଜେପି ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ

Read More »

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ

ବିଧାନ ସଭାରେ ଓଉପଦା ପ୍ରସଙ୍ଗ ଉଠାଇ ଔପଦା ବାସୀଙ୍କ ମନଜିଣିଲେ ବିଧାୟକ ସନ୍ତୋଷ ଖଟୁଆ।ଓଉପଦା ଏକ ଅବହେଳିତ ଅଂଚଳ, ଏଠି ବ୍ଲକ ଅଛି, ହେଲେ ଭଲ ଦୋକାନ

Read More »
Start typing to see posts you are looking for.